କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ସୋସିଆଲ୍‌ ମିଡିଆରେ ବ୍ୟାପକ ମିଥ୍ୟା ପ୍ରଚାର ଚାଲିଛି। କରୋନା ଭାଇରସ ଅପେକ୍ଷା ସୋସିଆଲ୍‌ ମିଡ଼ିଆରେ ଏଭଳି ଗୁଜବ ଖୁବ୍‌ ଦ୍ରୁତ ଗତି‌ରେ ପ୍ରଚାର ହେଉଛି। କରୋନା ଭାଇରସଜନିତ ମୃତ୍ୟୁହାର ମାତ୍ର ୩.୪ ପ୍ରତିଶତ। ଏଣୁ କରୋନା ଭାଇରସକୁ ନେଇ ଏତେ ଆତଙ୍କିତ ହେବାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଉହାନ୍‌ରେ ପ୍ରାଥମିକ ଅବସ୍ଥାରେ କରୋନା ମୃତ୍ୟୁ ହାର ସର୍ବାଧିକ … Continue reading କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ